• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Description Start Date End Date Download
1
ଏତଦ୍ବାରା ମାଲକାନଗିରି ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଅଛି କି ଯେଉଁ କ୍ଷୁଦ୍ର ଜମାକାରୀମାନେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ଯୋଗ୍ୟ କ୍ଷୁଦ୍ର ଜମାକାରୀ ତାଲିକା ଯଥା ମାନ୍ୟବର ତଦନ୍ତ କମିଶନଙ୍କ ଦ୍ବାରା ସୁପାରିଶ ଏବଂ ଗୋଲ୍ଡେନ ଲ୍ୟାଣ୍ଡ ଡେଭେଲପର ଗୃପ ଅଫ କମ୍ପାନିଜ ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ବିଭିନ୍ନ କାରଣ ବଶତଃ ଏଯାବତ କ୍ଷତିପୂରଣ ପାଇନାହାନ୍ତି, ସେମାନେ ମାଲକାନଗିରି ଜିଲ୍ଲା ସରକାରୀ ୱେବସାଇଟ  https://malkangiri.odisha.gov.in ରେ ନିଜ ନାମକୁ ଯାଞ୍ଚ କରି ସମ୍ପୃକ୍ତ ରାଜସ୍ବ  ନିରୀକ୍ଷକ ଓ ତହସିଲଦାରଙ୍କ ସହିତ ଯୋଗାଯୋଗ କରି ନିଜ ଦରଖାସ୍ତର ସ୍ଥିତି ଜାଣିବା ନିମନ୍ତେ ଅନୁରୋଧ କରାଯାଉଅଛି ।
26-12-2025 25-01-2026 ସାଧାରଣ ସୂଚନା - ସାଧାରଣ ଏବଂ ବିବିଧ ବିଭାଗ, କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ମାଲକାନଗିରି (1.45 MB)ସାଧାରଣ ସୂଚନା - ସାଧାରଣ ଏବଂ ବିବିଧ ବିଭାଗ, କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ମାଲକାନଗିରି