• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲାରେ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ଅଛି, ଯାହାକି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନଙ୍କୁ ସର୍ବଦା ଆକୃଷ୍ଠ କରିଆସୁଅଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରାନ୍ତରୁ, ମୁଖ୍ୟତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ପଶ୍ଚିମବଙ୍ଗରୁ ଅନେକ ପର୍ଯ୍ୟଟକ ମାଲକାନଗିରିର ଜୀବନ୍ତକଳା,ମନୋମୁଗ୍ଧକର ପ୍ରାକୃତିକ ଦୃଶ୍ୟରାଜି ଏବଂ ଧାର୍ମିକ ପରମ୍ପରା ଓ ସଂସ୍କୃତି ସହ ଜଡିତ ମନ୍ଦିରମାନ ଦର୍ଶନ ନିମନ୍ତେ ଏଠାକୁ ଆସଥାନ୍ତି।

ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଏବଂ ମାଲକାନଗିରି ନଗରପାଳିକା ତତ୍ବାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ଆବାସ ସ୍ଥଳ ତଥ୍ୟ
କ୍ର.ନଂହୋଟେଲ୍/ଲଜର ନାମସମ୍ପର୍କ ପାଇଁମନ୍ତବ୍ୟ
ଯାତ୍ରୀ ନିବାସ ମାଲକାନଗିରି ନଗରପାଳିକା ତତ୍ବାବଧାନରେ 
 ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ

୦୬୮୨୧-୨୩୧୫୬୭

୯୧୭୮୦୭୩୯୯୮

ବେସରକାରୀ
ହୋଟେଲ୍ ରକ୍ ହିଲ

୦୬୮୨୧-୨୩୦୪୪୩

୮୦୧୮୪୪୪୮୨୯

ବେସରକାରୀ
ହୋଟେଲ୍ ବାସନ୍ତି

୦୬୮୨୧-୨୩୦୯୯୬

୯୯୩୮୮୮୭୪୦୫୧

ବେସରକାରୀ
ହୋଟେଲ୍ ମାଲ୍ୟବନ୍ତ୮୮୯୫୫୨୪୧୭୦ବେସରକାରୀ