• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଉଦେଶ୍ୟ:

୬-୧୪ ବୟସର ପ୍ରତେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବା ଅଧିକାର ରହିବ ।

କ୍ରିୟାକଳାପ:

  1. ଆବାସିକ ବିଦ୍ୟାଳୟ
  2. ପରିବହନ ସୁବିଧା
  3. ସ୍ଵତନ୍ତ୍ର ତାଲିମ
  4. ମାଗଣା ପୁସ୍ତକ
  5. ପୋଷାକ ବଣ୍ଟନ
  6. ଶିକ୍ଷକଙ୍କ ଦରମା
  7. ଶିକ୍ଷକଙ୍କ ତାଲିମ
  8. ଗୋଷ୍ଠି ସାଧନ କେନ୍ଦ୍ର
  9. ଆଞ୍ଚଳିକ ସାଧନ କେନ୍ଦ୍ର
  10. କପୁଂଟର ଶିକ୍ଷା
  11. ଶିକ୍ଷକଙ୍କ ଅନୁଦାନ
  12. ବିଦ୍ୟାଳୟ ଅନୁଦାନ
  13. ବିଦ୍ୟାଳୟର ମରାମତି
  14. ଦିବ୍ୟାଙ୍ଗ ପିଲାଙ୍କ
  15. ବାଳିକା ଶିକ୍ଷା
  16. ଜନଜାତି ଶିକ୍ଷା
  17. ସହରାଞ୍ଚଳର ଅବହେଳିତ ଶିଶୁଙ୍କ
  18. ବିଦ୍ୟାଳୟ ପରିଚାଳନI କମିଟି ସଦସ୍ୟଙ୍କ ପ୍ରଶିକ୍ଷଣ
  19. ନିର୍ମାଣ କାର୍ଯ୍ୟ
  20. ପ୍ରକଳ୍ପ ପରିଚାଳନା
  21. ଶିକ୍ଷା ବୃଦ୍ଧି
  22. ସଚେତନତା କାର୍ଯ୍ୟକ୍ରମ
  23. କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ

ସ୍କୁଲ ସଂଖ୍ୟା:

ପ୍ରାଥମିକ ବିଦ୍ୟାଳୟ-୮୭୬ ଗୋଟି
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-୪୨୧ ଗୋଟି
ଉଚ୍ଚ ବିଦ୍ୟାଳୟ- ୧୫୫ ଗୋଟି

ଯୋଜନା :

ଶିକ୍ଷା ଅଧିକାର –ସର୍ବ ଶିକ୍ଷା ଅଭିଯାନ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ

ଅଧିନିୟମ:

ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଶିଶୁମାନଙ୍କ ଅଧିକାର ଅଧିନିୟମ,୨୦୦୯
ଏବଂ
ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ,୨୦୧୦

ବାଳିକା ଶିକ୍ଷା:

ଶିକ୍ଷାରୁ ବଞ୍ଚିତ ଏବଂ ଅବହେଳିତ ଗୋଷ୍ଠୀର ବାଳିକା ମାନଙ୍କ ଶିକ୍ଷା ନିମନ୍ତେ ୦୭ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖୋଲା ଯାଇଅଛି I

ବ୍ଲକୱାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସୂଚୀ
କ୍ର ସଂଖ୍ୟାବ୍ଲକର ନାମବିଦ୍ୟାଳୟର ନାମ
ମାଲକାନଗିରିଶିନ୍ଧ୍ରୀମାଳ
ଖଇରପୁଟକୁମାରପୁଟ
କୁଡୁମୁଳୁଗୁମ୍ମାସୋମନାଥପୁର
କୋରୁକୋଣ୍ଡାଚାଲାଣଗୁଡା
କାଲିମେଳାକାଙ୍ଗୁରୁକୋଣ୍ଡା
ପଡିଆବାପନପଲ୍ଲୀ
ମାଥିଲିନାୟକଗୁଡ଼ା

ବହୁଭାଷୀ ଶିକ୍ଷା:

ମାଲକାନଗିରି ଜିଲ୍ଲାରେ ୧୧୩ ଗୋଟି ବିଦ୍ୟାଳୟରେ ବହୁଭାଷୀ ଶିକ୍ଷାର ବ୍ୟବସ୍ଥI କରାଯାଉଛି –(ବଣ୍ଡା ଭାଷାରେ ୨୦ ଟି, କୋୟI ଭାଷାରେ ୮୦ ଟି ଓ ଦୀଦାୟୀ ଭାଷାରେ ୧୩ ଟି )

ବ୍ଲକ ଶିକ୍ଷା ଅଧିକାରୀ:

ମାଲକାନଗିରି ଜିଲ୍ଲାରେ ୭ ଟି ବ୍ଲକ ଶିକ୍ଷା ଅଧିକାରୀ, ୭ ଟି ଅତିରିକ୍ତ ଗୋଷ୍ଠୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ୧୧୦ ଟି ଆଞ୍ଚଳିକ ସାଧନ ସାମନ୍ଵୟକIରୀ କାର୍ଯ୍ୟରତ ଅଛନ୍ତି(ସଂଯୁକ୍ତ ଫର୍ଦ ସଂଖ୍ୟା-୧)

ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟIଳୟର କର୍ମଚାରୀ ସଂପର୍କର ସବିଶେଷ ତଥ୍ୟ:

ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟIଳୟରେ ୨୭ ଜଣ କର୍ମଚାରୀ କାର୍ଯ୍ୟIରତ ଅଛନ୍ତି (ସଂଯୁକ୍ତ ଫର୍ଦ ସଂଖ୍ୟା-୨)

ସର୍ବୋଚ୍ଚ ଅଧିକାରୀ:

ଜିଲ୍ଲା ପ୍ରକଳ୍ପ ସଂଯୋଜକ
ଶ୍ରୀ ବିଶ୍ୱନାଥ ସାହୁ ୯୧୭୮୮୫୯୦୨୨,(ଓ.ଇ.ଏସ.-୧)
କାର୍ଯ୍ୟIଳୟ ଦୁରାଭାସ ସଂଖ୍ୟା-୦୬୮୬୧ -୨୩୦୪୮୧
ମୋବାଇଲ ନୋ-୯୪୩୯୫୫୪୪୧୬

ଜନତା ବାର୍ତା ଉଚ୍ଚ ଅଧିକାରୀ:

ଶ୍ରୀ ହେମନ୍ତ କୁମାର ପଟନାୟକ ,ଲୋକ ସୂଚନା ଅଧିକାରୀ
ମୋବାଇଲ ନୋ-୯୭୭୭୮୩୪୦୪୬

ଠିକଣା:

ଜିଲ୍ଲା ପ୍ରକଳ୍ପ କାର୍ଯ୍ୟIଳୟ,ସର୍ବ ଶିକ୍ଷ୍I ଅଭିୟାନ,ମାଲକାନଗିରି ,
ସ୍ଥାନ-ଡ଼ି.ଏନ. କେ.,ମାଲକାନଗିରି
ଦୁରାଭାସ ସଂଖ୍ୟା-୦୬୮୬୧-୨୩୦୪୮୧

ସର୍ବ ଶିକ୍ଷା ଅଭିଯାନ ସମ୍ବନ୍ଧରେ ନିମ୍ନରେ କିଛି ପିଡ଼ିଏଫ ଫାଇଲ ଦିଆଯାଇଛି

  1. More on Sarva Sikshya Abhiyan Malkangiri PDF(84.5KB) (84.46 KB)
  2. Learning Indicator PDF (878.26 KB)
  3. Annexure-II PDF (454.77 KB)
  4. Annexure-I PDF (309.23 KB)