• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ଶିଳ୍ପ କେନ୍ଦ୍ର, ମାଲକାନଗିରିର ସାଧାରଣ ପରିଚାଳକଙ୍କ କାର୍ଯ୍ୟାଳୟ

ଲକ୍ଷ୍ୟ

ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରଧାନ ଲକ୍ଷ୍ୟ ହେଉଛି ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ତଥା ଶିଳ୍ପ ଓ କୁଟୀର ଶିଳ୍ପର ଅଭିବୃଦ୍ଧିକୁ ଉନ୍ନତ କରାଇବା ଓ ସରଳୀକରଣ କରିବା।

ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା

୧- ସମ୍ଭାବ୍ୟ ପ୍ରକଳ୍ପ ଗୁଡିକୁ ହାତକୁ ନେବା ପାଇଁ ଉତ୍ସାହୀ ଉଦ୍ୟୋଗୀର ଅନୁସନ୍ଧାନ ।
୨- ସମ୍ଭାବ୍ୟ ପ୍ରକଳ୍ପ ଗୁଡିକର ଅନୁସନ୍ଧାନ କରିବା ଏବଂ ଜିଲ୍ଲାରେ ମିଳୁଥିବା ସମ୍ପଦର ସର୍ଭେ କରିବା ଏବଂ ସମ୍ଭାବ୍ୟ ଶିଳ୍ପର ବିକାଶ ନିମିତ୍ତ ଯୋଜନା କରିବା।
୩- ଉଦ୍ୟୋଗୀ ମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରଜ୍ଞାପନ ଭାଗ – 1 ଓ ଭାଗ-2 ର ସ୍ୱୀକୃତି ପ୍ରଦାନ ।
୪- ସମ୍ଭାବ୍ୟ ଓ ଚଳନଶୀଳ ପ୍ରକଳ୍ପର ପ୍ରକଳ୍ପ ଚିଠା ପ୍ରସ୍ତୁତି ।
୫- ଉଦ୍ୟୋଗୀ ମାନଙ୍କର ସମସ୍ୟା ସମାଧାନ ନିମିତ୍ତ ଜିଲ୍ଲାସ୍ତରରେ ଦିଗଦର୍ଶକ ସେଲ୍ର ମଜବୁତକରଣ ।
୬- କ୍ଷୁଦ୍ର ଶିଳ୍ପ ବିଭାଗର ତଥ୍ୟ ପରିଚାଳନା ।
୭- ଓଡିଶା ରାଜ୍ୟଆର୍ଥିକ କର୍ପୋରେସନ,ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କ୍ ମାନଙ୍କୁ ଋଣ ପ୍ରସ୍ତାବ ପ୍ରେରଣ ।
୮- ସରକାରୀ ଜମି ଓ ଶିଳ୍ପ ପ୍ରଭାବର ଘର ଉଦ୍ୟୋଗୀମାନଙ୍କୁ ଯୋଗାଇବା ।
୯- ବିଜୁଳି ଶକ୍ତି ଯୋଗାଇବା ନିମିତ୍ତ ପ୍ରସ୍ତାବ ପ୍ରେରଣ ।
୧୦- ଶିଳ୍ପଦ୍ୟୋଗୀ ବିକାଶ ଯୋଜନାରେ ତାଲିମ ପ୍ରଦାନ ।
୧୧- ପ୍ରଦର୍ଶନୀର ଆୟୋଜନ ଏବଂ ଶିଳ୍ପ ପ୍ରତିଷ୍ଠାତା ମାନଙ୍କୁ ଅନ୍ୟ ରାଜ୍ୟର ଶିଳ୍ପ ପ୍ରଦର୍ଶନୀ ଓ ଶିଳ୍ପ ପ୍ରଭାଗର ପ୍ରଦର୍ଶନ କରାଇବା ।
୧୨- ଜିଲ୍ଲା ସ୍ତରରେ ଶିଳ୍ପ ସଂସ୍ଥା ମାନଙ୍କର ସମସ୍ୟା ସମାଧାନ ।
୧୩- ସ୍ଥିତ ଶିଳ୍ପ ଅନୁଷ୍ଠାନ ମାନଙ୍କର ସ୍ୱାସ୍ଥ୍ୟ ପରିଚାଳନା କରିବା ।
୧୪- ଶିଳ୍ପ ନୀତି ଅନୁଯାୟୀ ବିଭିନ୍ନ ଅନୁଦାନ ନିମିତ୍ତ ଉଦ୍ୟୋଗର ପ୍ରସ୍ତାବ ପ୍ରେରଣ ।
୧୫- ଦରକାରୀ ବଜାର ସହାୟତା ଯୋଗାଣ ।
୧୬-ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୃଷ୍ଟି ଯୋଜନାର ପରିଚାଳନା ।
୧୭- ରୁଗଣ କ୍ଷୁଦ୍ର ଶିଳ୍ପର ଉତ୍ଥାନ ନିମିତ୍ତ ସାହାଯ୍ୟ ।

ସାଂଗଠନିକ ଗଠନ ପ୍ରଣାଳୀ
କ୍ର. ସଂ.ପଦବୀ ର ନାମମଞ୍ଜୁରୀ ସଂଖ୍ୟାକାର୍ଯରତ କର୍ମଚାରୀ / ଅଫିସର
୦୧ଜେନେରାଲ ମ୍ୟାନେଜର୦୧୦୧
୦୨ସହାୟକ ମ୍ୟାନେଜର୦୧
୦୩ଆଈ.ପି.ଓ୦୬୦୩
୦୪କିରାଣୀ୦୧୦୧
୦୫ପିଅନ/ମ୍ୟାସେନଜର୦୬୦୩
ଜିଲ୍ଲାରେ ଥିବା ପ୍ରଚ୍ଛନ୍ନ ଶିଳ୍ପର ତାଲିକା
କ୍ର.ସଂପ୍ରଚ୍ଛନ୍ନ ଶିଳ୍ପ ର ନାମ
୦୧ଜେ.ବି . ଇଣ୍ଡଷ୍ଟ୍ରି, ମାଲକାନଗିରି
୦୨ଏସ.କେ ଏଣ୍ଟରପ୍ରାଈଜେସ, ମାଲକାନଗିରି
୦୩ମହାବୀର ରାଈସ ମିଲ, ମାଲକାନଗିରି
୦୪ଭୀର ମଡର୍ନ ରାଈସ ମିଲ
୦୫ସୁବଳେଶ୍ବର ରାଈସ ମିଲ, ମାଲକାନଗିରି
୦୬ମା ମଙ୍ଗଳା ରାଈସ ମିଲ, ମାଲକାନଗିରି
୦୭ସାରଳାଦେବୀ ରାଈସ ମିଲ, ମାଲକାନଗିରି
୦୮ଶ୍ରୀ ଦୂର୍ଗା ରାଈସ ମିଲ, କଲିମେଳା
୦୯ବାଲାଜୀ ରାଈସ ମିଲ, କଲିମେଳା
୧୦ସିଙ୍ଘାସିନୀ ରାଈସ ମିଲ,କୋରୁକୋଣ୍ଡା
୧୧ସାରଦା ରାଈସ ମିଲ,ତରଳାକୋଟ
୧୨ଅନ୍ନପୂର୍ଣା ରାଈସ ମିଲ,ବାଲିମେଳା
୧୩ସାହୁ ଏଣ୍ଟରପ୍ରାଈଜେସ, ଚିତ୍ରକୋଣ୍ଡା-II
୧୪ଲକ୍ଷ୍ମୀ ଗଣେଶ ରାଈସ ମିଲ,ଗୋବିନ୍ଦପଲ୍ଲୀ
୧୫ଜୟଶ୍ରୀ ରାଈସ ମିଲ , ମାଥିଲି
୧୬ଭାସଭି ମଡର୍ନ ରାଈସ ମିଲ,ଗୋବିନ୍ଦପଲ୍ଲୀ
୧୭ବାବା ମଡର୍ନ ରାଈସ ମିଲ
୧୮ସାବିତ୍ରୀ ଷ୍ଟୋନ କ୍ରଶର, ମାଲକାନଗିରି
୧୯ମୁତୟଲମ ମଡର୍ନ ରାଈସ ମିଲ,ସିଆଗିମାଳ,କୋରୁକୋଣ୍ଡା
୨୦ବାଲାଜୀ ରାଈସ ମିଲ,ବାଲିମେଳା
୨୧ଅମ୍ବିକା ମଡର୍ନ ରାଈସ ମିଲ, ଡି.ଏନ.କେ, ମାଲକାନଗିରି
ତିଆରି ହେଉଥିବା ସ୍ଵତନ୍ତ୍ର ହସ୍ତଶିଳ୍ପ
କ୍ର.ସଂସ୍ଵତନ୍ତ୍ର ହସ୍ତଶିଳ୍ପଅବସ୍ଥିତି
୦୧ଟେରାକୋଟା କାମପାନଗୁଡା(କୋରୁକୋଣ୍ଡା ବ୍ଲକ),ପୂସୁଗୁଡା(କାଲିମେଳା ବ୍ଲକ),ଥାପ୍ପାଗୁଡା(ମାଲକାନଗିରି ବ୍ଲକ)
୦୨ସିସଲ ଫାଇବର କାମମୁଟେବେଡା(ମାଥିଲି ବ୍ଲକ),ଖାଇରପଲ୍ଲୀ(ମାଥିଲି ବ୍ଲକ)
03ବାଉଁଶ କାମକରାପଲ୍ଲୀ,ସରଧପୁଟ(ମାଥିଲି ବ୍ଲକ),ପାନସପୁଟ,କେ ଗୁମ୍ମା,ଜେନେବେଡା(କୁଡୁମୁଳୁଗୁମ୍ମା ବ୍ଲକ),ଭାଲୁଗୁଡା(ମାଲକାନଗିରି ବ୍ଲକ)

ଶିଳ୍ପ ସମ୍ବନ୍ଧୀୟ କିଛି ଅଧିକ ସୂଚନା ନିମ୍ନ ପି ଡି ଏଫ ଫାଇଲ ରେ ଦିଆଗଲା